ମହିଳା ବୀମା ସଖି ସମ୍ମେଲନ୍ 2026👏🌺❤️💐🎉🍀🚩

ମହିଳା ବୀମା ସଖି ସମ୍ମେଲନ୍ 2026👏🌺❤️💐🎉🍀🚩

When
Thu, 1 October 2026
Where
Price
Price TBA

ଆଜି ଆମ ପାଇଁ ଏକ ସ୍ସରଣିୟ ଦିନ ନୂଆଁ ବର୍ଷ 10/01/2026 ଆଜିର ଦିନ ରେ ଆମ ଭାରତୀୟ ଜୀବନ ବୀମା ନିଗମ ପଦ୍ମପୁର ଶାଖା, ସମ୍ବଲପୁର ମଣ୍ଡଳ ତରଫରୁ ଏକ ଆମ Super Rising Star Team ର ବାର୍ଷିକ ସମ୍ମେଲନ ଉତ୍ସବ ପାଳନ କରାଯାଇଛି,, ଏଥିରେ ସମସ୍ତ ଗ୍ରୁପ ସଦସ୍ୟ ତଥା ସମସ୍ତ ମହିଳା ବୀମା ସଖି,, ବୀମା ଅଭିକର୍ତ୍ତା , ମୁଖ୍ୟ ବୀମ ପରାମର୍ଶ ଦାତା,, CLIA, Managers CLIA,, LIC BM SIR,,LIC ABMS SIR, ଙ୍କ ଦ୍ଵାରା ଆୟୋଜନ ହୋଇଥିଲା,, ଏଇ ସମ୍ମେଳନ ରେ ମହିଳା ମାନଙ୍କୁ ଅଗ୍ରାଧିକର ଦିଆ ଯାଇ ମହିଳା ସଶକ୍ତିକରଣ ଏବଂ ଆତ୍ମ ନିର୍ଭରଶୀଳ ହୋଇ ସମାଜ ରେ ନିଜର ଆର୍ଥିକ ଉନ୍ନତି କରିପାରିବେ।। ସମସ୍ତ ଙ୍କ ଶିକ୍ଷା ପାଇଁ ଏକ ଛୋଟ ପ୍ରୟାସ,, ସମସ୍ତ ଙ୍କ ନିଜ ନିଜ ବ୍ୟକ୍ତିତ୍ଵ ବିକାଶ ତଥା ର ଆର୍ଥିକ ଉନ୍ନତି କରିବା ଏକ ଛୋଟ ପ୍ରୟାସ,, ଶେଷ ରେ ତାଙ୍କ କାର୍ଯ୍ୟ ପାଇଁ ତଥା ପ୍ରୋସାହିତ୍ କରିବା ପାଇଁ Managers CLIA ଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା ,, ସମସ୍ତ ଙ୍କୁ ନୂଆ ବର୍ଷ ଶୁଭେଚ୍ଛା, ଅଭିନନ୍ଦନ,, 👏👏👏👏👏🌺🌺🌺🌺🎉🎉🎉💐💐💐🚩🚩🚩🚩🚩🚩🍀🍀🍀🍀🍀

Book on

More Other