ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା
- When
- Sat, 25 July 2026
- Where
- —
- Price
- Price TBA
ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା 2026 । ଅଡିସନ ରାଉଣ୍ଡ ପାଇଁ ଭଜନ କ୍ଲିପିଂ ପଠାଇବାର ଶେଷ ତାରିଖ 5 ଜୁଲାଇ । ଫାଇନାଲ ରାଉଣ୍ଡ ଜୁଲାଇ 25 ଭୁବନେଶ୍ବର ଗୀତଗୋବିନ୍ଦ ଭବନରେ ଅନୁଷ୍ଠିତ ହେବ ।